ଭଦ୍ରକ ସହରରେ ଦେଖାଦେଇଥତ୍ବା ଦୁଇ ସଂପ୍ରଦାୟ ମଧ୍ୟରେ ଉତ୍ବେଜନା ପରିସ୍ଥିତି ର ପୁରା ଓଲଟା ରାଉରକେଲା ସହରରେ ଏଠାରେ ସବୁ ସଂପ୍ରଦାୟ ମଧ୍ୟରେ ରହିଛି ଭାଇଚାରା ର ସଂପର୍କ , ସମସ୍ତେ ଗୋଟିଏ ସୁ ସପର୍କ ର ସୁତାରେ ବାନ୍ଧି ହୋଇ ଅତିବାହିତ କରୁଛ’ି ସେମାନଙ୍କ ଜୀବନ ।ଆମେ ଅଛୁ ରାଉରକେଲା ସହର ର ନାଲାରୋଡ଼ ଅଂଚଳରେ ଯେଉ ଠାରେ ମୁସଲମାନ ତଥା ହିନ୍ଦୁ ମାନେ ବସବାସ କର’ି ସୁ ସପର୍କ ରେ